10/07/2026
ରାଜନୀତି ସ୍ଵଛଚାରିତା ସଂଯମତା ର ଦ୍ଵନ୍ଦରେ ବନ୍ଧାପଡୁଛି ଗଣତନ୍ତ୍ର, ନାଗରିକ ର ମୌଳିକ ଅଧିକାର ଭୋଟ ର ତାରିଖ ଭୁଲିଗଲାଣି ଏ ନୀତି ନିଷ୍ଠ ରାଜନୀତି,ଜନତା ସରକାର ଗଠନ କଲାବେଳେ,ରାଜନୀତି ଦଳ ଗଠନ କରେ,ବିଭିନ୍ନ ଦଳ ପରଖିବା ପରେ ଯେଉଁ ଭୋଟ ଜନତା ଦେଶର ସରକାର ଏବଂ ବିରୋଧୀ ଙ୍କୁ ମିଳେ ସେହିଠାରୁ ନେତା ଙ୍କ କର୍ତବ୍ୟ ପାଳନ ଓ ନେତା ଙ୍କ ସେବା ର ଶାସନ ବା ଗଣତନ୍ତ୍ର ଶାସନ, ବିଡମ୍ବନା ନୀତି ପାଇଁ ଶପଥ ନେଉଥିବା ଏ ନେତା ଶାସନ ଆଳରେ ରାଜନୀତି କରି ଜନ ଅଧିକାର ଭୁଲିଗଲା ଭଳି ମନେ ହୁଏ, ବିରୋଧ ହିଁ ଏ ଶାସନ ର ଅଧିକାର ଥିବାବେଳେ, କେବଳ ହାତ ଗଣତି ନେଇ ବିରୋଧ ହୁଏ, ଜନତା ତେବେ ଅଧିକାର କାହାକୁ ମାଗିବେ? ଦେଶକୁ ନା ଦେଶର ରାଜନୀତି କୁ, ଦଳ କୁ ବାହାନା କରିବା ଜନତା ଙ୍କ ସମୟ କୁ ସଂଗଠନ ରେ ନେବା କୌଣସି ଶାସନ ନୁହେଁ, ବନ୍ଦେ ଉତ୍କଳ ଜନନୀ ll