MERA GOAN MERA DESH

MERA GOAN MERA DESH Contact information, map and directions, contact form, opening hours, services, ratings, photos, videos and announcements from MERA GOAN MERA DESH, Real Estate, Sonepur, Odisha.

29/10/2024

ତାଳଚେର ଅଞ୍ଚଳରେ ଚାଷଜମି କୁ ଘରବାରି କିସମ ପରିବର୍ତ୍ତନ ନ କରି ଘର ତିଆରି କରାଯାଉଛି କିନ୍ତୁ ପକେଟ ଗରମ କରି ତହସିଲ କର୍ମଚାରୀ ଚୁପ୍ !

20/10/2024

ଯେଉଁ ମାନେ ପ୍ରଶାସନିକ ଅଧିକାରୀ ହେବାକୁ ଯାଉଛନ୍ତି ।ତାଙ୍କ କାର୍ଯ୍ୟ କୁ ଦେଖି ପ୍ରଶଂସା କଲେ ଭଲ । ନଈ ନ ଦେଖୁଣୁ ...... ।

14/10/2024

ସର୍ବଦା ଦେଶ ହିତ ଚିନ୍ତା କରୁଥିବା ରାଷ୍ଟ୍ର ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାର୍ଟି ର ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବା ,ଓଡ଼ିଶା ପାଇଁ ଗୌରବ ର ବିଷୟ ।
ମତାମତ ଦିଅନ୍ତୁ ।

03/10/2024

Focus Bharat (Hindi)
ନିୟ୍ୟୁଜ ମାଡ଼ରେ ଗ୍ଲୋବାଲ କୋଲ ୱାସେରୀ ଚେପା । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ତନାଘନା ତଦନ୍ତ ।
IT, ED,କର୍ପୋରେଟ ତଦନ୍ତ ଖୁବ୍ ଶୀଘ୍ର !

14/08/2024

ଭାରତ ମାତା ଙ୍କ ମୁଣ୍ଡ , ହାତ ତଥା ସ୍ୱ କୁ ଛେଦନ କରି ଖାଲି ରାଜ କୁ ରାତି ୧୨ଟା ରେ ଆମ୍ଭଙ୍କୁ ଇଂରେଜ ମାନେ ଦେଲେ । ସ୍ବରାଜ ହାସଲ ପାଳନ କରି ବାହାବା ନେଇ ଖୁସି ରେ ମିଠା ଖାଇବା ସବୁଠୁ ବଡ଼ ଦୁଃଖ ଏବଂ ବିଡମ୍ବନା ।

10/08/2024

ଆଜି ମୋନାଲିସା ନର୍ସିଂ ହୋମ ,ମଣ୍ଡାପାଳ(ତାଳଚେର) ଘୋଟାଲା ବିରୁଦ୍ଧରେ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଂଗ ଙ୍କୁ ଲିଖିତ ଅଭିଯୋଗ କଲେ ସାମ୍ବାଦିକ ତଥା RTI କର୍ମୀ ଦିଲୀପ ଚୋପଦାର।

23/05/2024

କିଛି ସା..500 ରେ ବିକ୍ରି ହୋଇ ଅଣଓଡ଼ିଆ ଙ୍କ ଦଲାଲ ସାଜି ନିଆଁ ରେ ହାତ ମାରୁଛନ୍ତି । ସାବଧାନ ,ସମସ୍ତଙ୍କର ପର୍ଦ୍ଦାଫାଶ ହେବ ।

11/05/2024
21/04/2024

ତାଳଚେର ରେ ହିଟୱେଭ ସମୟ ରେ ବିଜୁଳୀ ବିଭ୍ରାଟ କିନ୍ତୁ ସବୁ ଦଳର ନେତା ଚୁପ୍ ! ଏହାର ରହସ୍ୟ କଣ ?ଭୋଟ ପୂର୍ବରୁ ପଚାରନ୍ତୁ ।ଏମାନେ ବଡ ଇସ୍ୟୁ ରେ ଲଢେ଼ଇ କରି ତାଳଚେର ର ବିକାଶ କରିବେ ! ଜୟ ମାଁ ହିଙ୍ଗୁଳା

11/04/2024

ଝିପି ଝିପି ବର୍ଷା କୋହଲା ପାଗ ରେ ଗରମ ଗରମ କଡକ ଅଦ୍ରକ୍ " ଚା "ସହିତ ଖବର କାଗଜ ପଢ଼ିବା ମଜା ନିଆରା ।

Senior journalists Patra and Dilip Kumar chopdar were honoured by All India Marwari women's conference (Odisha Pradesh) ...
11/04/2024

Senior journalists Patra and Dilip Kumar chopdar were honoured by All India Marwari women's conference (Odisha Pradesh) Talcher Branch for their markable work for their remarkable work .

05/04/2024

ମାଁ ହିଙ୍ଗୁଳା,ମାଁ ତାଳେଶ୍ୱରି ଙ୍କ ମାଟିରେ ଏଥର ସଠିକ୍ ମତଦାନ କରନ୍ତୁ । ମାଟି ପାଇଁ ନିଜର ଅଧିକାର ସାବ୍ୟସ୍ତ କରନ୍ତୁ । ଲଲିପପ୍ ଠୁ ଦୂରରେ ରୁହନ୍ତୁ ।

Address

Sonepur
Odisha

Telephone

+917008805540

Website

Alerts

Be the first to know and let us send you an email when MERA GOAN MERA DESH posts news and promotions. Your email address will not be used for any other purpose, and you can unsubscribe at any time.

Share

Category