01/04/2022
ସବୁ ଦିନ ସକାଳେ ଆପଣ ବଜାର ରୁ ନିଜ ପରିବାର ପାଇଁ କଣ କିଣନ୍ତି ପରିବା ନା ବିଷ ?? ହଁ ଠିକ ଶୁଣିଲେ ଅପଣ ତଟକା ପରିବା ନୁହଁ ହଳାହଳ ବିଷ କିଣି ଆଣନ୍ତି...
ଜୈବିକ ପଦ୍ଧତି ରେ କେମିତି ପାଇବେ ସବୁ ଦିନ ପରିବା ତା ଲାଗି କେତେ ସଚେତନ ଆପଣ ଜାଣିବାକୁ ଆପଣଙ୍କର ମତାମତ ଦେବାକୁ କୋଲ କରନ୍ତୁ 8457951316...