14/06/2026
🌿 ଆସିଛି ରଜ, ଆଣିଛି ଖୁସିର ସନ୍ଦେଶ। 🌿
ଦୋଳିର ଝୁଲା, ପିଠାର ସୁଗନ୍ଧ ଓ ଉତ୍ସବର ଉଲ୍ଲାସ ସହ ଆସନ୍ତୁ ପାଳନ କରିବା ଓଡ଼ିଶାର ପ୍ରିୟ ରଜ ପର୍ବ।
ଏହି ରଜରେ ଆପଣଙ୍କ ଜୀବନ ଖୁସି, ସମୃଦ୍ଧି ଓ ନୂଆ ଆଶାରେ ଭରିଯାଉ।
✨ ସମସ୍ତଙ୍କୁ ରଜ ପର୍ବର ହାର୍ଦ୍ଦିକ ଶୁଭେଚ୍ଛା। ✨
,
,