14/06/2026
ମେଘ ମେଦୁରିତ ନୀଳ ଆକାଶେ,
ସଜବାଜ ଧରା ନୂଆ ବିଶ୍ୱାସେ ।
ଫେରିଲା ବରଷେ ପରେ ସେହି ସାଜ,
ଆଜି ଯେ ଓଡ଼ିଶାର ପହିଲି ରଜ
ମାଟି, ପ୍ରକୃତି ଓ ନାରୀତ୍ୱକୁ ସମ୍ମାନ ଜଣାଇବାର ଅନନ୍ୟ ପର୍ବ, ଓଡ଼ିଆ ସଂସ୍କୃତିର ମହାନ ଉତ୍ସବ। ଏହି ରଜ ଆପଣଙ୍କ ଜୀବନରେ ଭରିଦେଉ ଅସୀମ ଆନନ୍ଦ।
ପୋଡ଼ ପିଠା ଓ ଦୋଳି ଖେଳ ପରି ମଧୁର ରହୁ ପ୍ରତିଟି ମୁହୂର୍ତ୍ତ।
ପହିଲି ରଜର ହାର୍ଦ୍ଦିକ ଶୁଭେଚ୍ଛା।