03/06/2026
Proud to be associated with the process of implementation of OSWAS in Ganjam
ଗତ ମାସରେ ଗଞ୍ଜାମ ଜିଲ୍ଲା ଓଡିଶାରେ OSWAS କାର୍ଯ୍ୟାନ୍ଵୟନରେ ଶୀର୍ଷ ସ୍ଥାନ ଅଧିକାର କରିଛି।
ଏହି ସଫଳତା ସମସ୍ତ ବିଭାଗ, ଅଧିକାରୀ ଓ କର୍ମଚାରୀମାନଙ୍କର ସମୁହିକ ପ୍ରୟାସ, ନିଷ୍ଠା ଓ ସମର୍ପଣର ଫଳ। ଏହି ସଫଳତା ପାଇଁ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ।