13/01/2026
ପରିବର୍ତ୍ତନ ର ମଜା କେମିତି ଲାଗୁଚି ଦେଖନ୍ତୁ...
ଚୋରା ବାଲି , ପଥର ଓ କାଠ ପରେ ଏବେ ...
ପବନା ବିଧାୟକ ପିସି ଖାଇ ଚୁପ୍ ବସିଛନ୍ତି...
୫ ବର୍ଷ ରେ ସବୁ ଖାଇଯିବେ ।
ଲେଖିକି ରଖନ୍ତୁ ଏବଂ ଅଭିଯୋଗ କରିଲେ ଲୋକଙ୍କୁ ସିଧା ଧମକ୍ ଦିଆଯାଉଛି...
ରାତିର ପିଚୁ ସକାଳୁ ଫାଟିକି ରାସ୍ତାରୁ ଉଠି ଯାଉଛି :ସରକାର କା ମାଲ ଦରିଆ ମେ ଡାଲ୍ ଭଲି ଅବସ୍ଥା | ସୂଚନା ଅନୁଯାୟୀ ନରସିଂହପୁର ବ୍ଲକ ଅନ୍ତର୍ଗତ କୋକୋଳବା ଗ୍ରାମପଞ୍ଚାୟତ ରୁ କାଠଖୁଣ୍ଟ ମୁଖ୍ୟ ରାସ୍ତା ଅତି ନିମ୍ନ ମାନର ହୋଇଥିବାର ଦେଖିବାକୁ ମିଳିଛି | ତେବେ ଠିକାଦାରଙ୍କ ମନମୁଖୀ କାର୍ୟ୍ୟ ଓ ପ୍ରଶାସନିକ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ରେ ବାରମ୍ବାର ଏଭଳି ରାସ୍ତା ମରାମତି ନାମରେ ଦୁର୍ନୀତି ହେଉଥିବାର ଅଭିଯୋଗ ହେଉଥିଲେ ମଧ୍ୟ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ତଥା ପ୍ରଶାସନ ଏ ଦିଗରେ ନୀରବ ରହିବା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି | ତେବେ ଏହାକୁ ବିରୋଧ କରି ବର୍ତମାନ କୋକୋଳବା ଗ୍ରାମବାସୀ କାଠଖୁଣ୍ଟ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି | ଏବଂ ଯଦି ତୁରନ୍ତ ଏହାର ପୁନର୍ବାର ମରାମତି ନ କରାଯାଏ ତେବେ ମୁଖ୍ୟ ରାଜ ରାସ୍ତାରେ ଧାରଣା ଦେବାପାଇଁ କୋକୋଳବା ଗ୍ରାମବାସୀ ଚେତାବନୀ ଦେଇଛନ୍ତି |