ସତ୍ୟବାଦୀ ତହସିଲ

ସତ୍ୟବାଦୀ ତହସିଲ ଜନସେବା ହେଉଛି ଇଶ୍ୱର ସେବା

ସତ୍ୟବାଦୀ ତହସିଲ ଅଧୀନରେ ଜନ ଗଣନାକାରୀ ଅଧିକାରୀ ଗୃହ ଗଣନା କାର୍ଯ୍ୟରେ ଏପ୍ରିଲ 16 ରୁ ମେ 15 ମଧ୍ୟରେ ଆପଣଙ୍କ ଘରକୁ ଆସିବେ l ସମସ୍ତେ ସେମାନଙ...
22/04/2026

ସତ୍ୟବାଦୀ ତହସିଲ ଅଧୀନରେ ଜନ ଗଣନାକାରୀ ଅଧିକାରୀ ଗୃହ ଗଣନା କାର୍ଯ୍ୟରେ ଏପ୍ରିଲ 16 ରୁ ମେ 15 ମଧ୍ୟରେ ଆପଣଙ୍କ ଘରକୁ ଆସିବେ l ସମସ୍ତେ ସେମାନଙ୍କୁ ସଠିକ ତଥ୍ୟ ଦେଇ ସହଯୋଗ କରିବାକୁ ସତ୍ୟବାଦୀ ତହସିଲଦାର ଅନୁରୋଧ କରିଛନ୍ତି l

ନିମ୍ନ ଲିଖିତ ପଟ୍ଟାଗୁଡିକ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ନୂତନ ପ୍ରଜା/କ୍ରେତା/ଆବେଦନକାରୀଙ୍କ ଠିକଣାରେ ପଠାଯାଇଅଛି । ଆପଣ ଆପଣଙ୍କର ଦାଖଲଖାରଜ କିମ...
30/03/2026

ନିମ୍ନ ଲିଖିତ ପଟ୍ଟାଗୁଡିକ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ନୂତନ ପ୍ରଜା/କ୍ରେତା/ଆବେଦନକାରୀଙ୍କ ଠିକଣାରେ ପଠାଯାଇଅଛି । ଆପଣ ଆପଣଙ୍କର ଦାଖଲଖାରଜ କିମ୍ବା ଭୂସଂସ୍କାର ହୋଇ ପଠା ଯାଇଥିବା ପଟ୍ଟାର ସ୍ଥିତି ସ୍ପିଡ୍ ପୋଷ୍ଟ କନସାଇନମେଣ୍ଟ ନଂ କୁ ଟ୍ରାକିଙ୍ଗ କରି ଜାଣିପାରିବେ ।

Address

At-Kadua, Po:Sakhigopal, PS-Satyabadi, Dist-Puri
Puri
752014

Alerts

Be the first to know and let us send you an email when ସତ୍ୟବାଦୀ ତହସିଲ posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category